ତୁଟିବ ମହାନଦୀ ବିବାଦ: ଦୋହରାଇଲେ ମୁଖ୍ୟମନ୍ତ୍ରୀ
*-ମହାନଦୀ ଜଳ ବିବାଦର ସମାଧାନ ନେଇ ପୁଣି ଆଶା ଦୋହରାଇଲେ ମୁଖ୍ୟମନ୍ତ୍ରୀ*
*-‘ଦିଲ୍ଲୀ ବୈଠକରେ ଛତିଶଗଡ଼ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି’*
*-‘ଓଡ଼ିଶାର ସ୍ବାର୍ଥ, ଅଧିକାର , ଚାଷୀକୂଳର ହିତକୁ ଗୁରୁତ୍ବ ଦିଆଯାଇଛି’*
*-‘ଟେକ୍ନିକାଲ୍ ଟିମ୍ ୩ ମାସ ମଧ୍ୟରେ ବିସ୍ତୃତ ଭାବେ ଆଲୋଚନା କରିବେ’*
*-‘କୌଣସି ରାଜ୍ୟର ସ୍ବାର୍ଥକୁ ବଳି ଦିଆଯିବନି ବୋଲି ଜଳଶକ୍ତି ମନ୍ତ୍ରୀ କହିଛନ୍ତି’*
*-‘ସେଣ୍ଟ୍ରାଲ ୱାଟର କମିଶନ ମଧ୍ୟସ୍ଥତାରେ ଆଗକୁ ଆଲୋଚନା ଜାରି ରହିବ’*
*-‘ଦୀପାବଳୀ ସୁଦ୍ଧା ୧୦ ବର୍ଷର ବିବାଦ ସମାଧାନ ନେଇ ମୁଁ ପୂରା ଆଶାବାଦୀ’*
*-‘କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କ ଉପରେ ପୂରା ଭରସା ରହିଛି’*


admin 
