*ମହାନଦୀରେ ଏବେ ନାହିଁ ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ*

*ମହାନଦୀରେ ଏବେ ନାହିଁ ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ*

*-ମହାନଦୀରେ ଏବେ ବନ୍ୟା ନଥିବା କହିଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ*

*-ହୀରାକୁଦ ଜଳର ସୁପରିଚାଳନା ଯୋଗୁଁ ବଡ଼ ବନ୍ୟା ବିପଦ ଟଳିଲା*

*-ମୁଣ୍ଡଳୀରେ ଏବେ ୬ଲକ୍ଷ ୫୦ ହଜାର କ୍ୟୁସେକ ପାଣି ପ୍ରବାହିତ*

*-ହୀରାକୁଦରେ ୩ ଲକ୍ଷ ୭୩ ହଜାର କ୍ୟୁସେକ ପାଣି ପ୍ରବେଶ*

*-୨୨ଟି ଗେଟରେ ୩ ଲକ୍ଷ ୮୫ହଜାର କ୍ୟୁସେକ ପାଣି ନିଷ୍କାସିତ*

*-୩ ତାରିଖ ସୁଦ୍ଧା ୬୧୮ ଫୁଟକୁ ଖସି ଆସିବ ହୀରାକୁଦ ଜଳସ୍ତର*

*-କଲମାର ୬୪ଟି ଗେଟ ଖୋଲିଥିଲେ ବି ବନ୍ୟା ସ୍ଥିତି ଆଣିବ ନାହିଁ*

*-ହୀରାକୁଦରେ ଆଉ ଗେଟ ଖୋଲିବ ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ*