*ଥାନାବାବୁଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ*
*-ଶରଣକୂଳ ଥାନାର ପୂର୍ବତନ IICଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ*
*-ପୂର୍ବତନ IIC ସୁଜିତ ଦାସଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ*
*-ଦୁଷ୍କର୍ମ ମାମଲାରେ ଆଗୁଆ ଜାମିନ୍ ଆବେଦନ ଖାରଜ କଲେ ହାଇକୋର୍ଟ*
*-ଦୁଷ୍କର୍ମ ଅଭିଯୋଗ ପରେ ଫେରାର ଅଛନ୍ତି ସୁଜିତ ଦାସ*
*-ସୁଜିତଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି କ୍ରାଇମବ୍ରାଞ୍ଚ*


admin 
