*ଦୋଷୀଙ୍କୁ_କଠୋର_ଦଣ୍ଡ_ଦିଆଯିବ- #ଆଇନ୍_ମନ୍ତ୍ରୀ*

*ଦୋଷୀଙ୍କୁ_କଠୋର_ଦଣ୍ଡ_ଦିଆଯିବ- #ଆଇନ୍_ମନ୍ତ୍ରୀ*

-ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଆଇନ୍ ମନ୍ତ୍ରୀଙ୍କ ପ୍ରତିକ୍ରିୟା

-ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ କହିଲେ ଆଇନ୍ ମନ୍ତ୍ରୀ

-'ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡ଼ା ରହିବ'

-'ରାଜ୍ୟରେ ଦଣ୍ଡବିଧାନ ହାର ବଢ଼ିଛି, ଦୈନିକ ରିପୋର୍ଟ ନିଆଯାଉଛି'

-'ଆଗକୁ ଯେମିତି ଏଭଳି ଘଟଣା ନ ଘଟିବ ସରକାର ତତ୍ପର ଅଛନ୍ତି'

'ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡ଼ା ରହିବ'