ରାୟଗଡା ଜିଲ୍ଲା ଜାତି ଜନଜାତି ବିଜେପି ଅଧ୍ୟକ୍ଷ ବିଦ୍ୟା ଶବର ଙ୍କୁ ପଦ୍ମପୁର ରେ ସ୍ୱାଗତ ସମ୍ବର୍ଦ୍ଦନା

ରାୟଗଡା ଜିଲ୍ଲା ଜାତି ଜନଜାତି  ବିଜେପି ଅଧ୍ୟକ୍ଷ ବିଦ୍ୟା ଶବର ଙ୍କୁ ପଦ୍ମପୁର ରେ ସ୍ୱାଗତ ସମ୍ବର୍ଦ୍ଦନା

ରାୟଗଡା ଜିଲ୍ଲା ଜାତି ଜନ ଜାତି ବିଜେପି ଅଧ୍ୟକ୍ଷ ବିଦ୍ୟାଧର ଶବର ଙ୍କୁ ଜଗମୁଣ୍ଡା ଛକ ଠାରେ ପୁଷ୍ପ ମାଲ୍ୟ ସମ୍ବର୍ଦ୍ଧନା କରି ଜଗମୁଣ୍ଡା ଛକ ଠାରୁ ବ୍ଲକ ଅଫିସ ବସ୍ ଷ୍ଟାଣ୍ଡ ମୁଖ୍ୟ ବଜାର ସିନେମା ହଲ ଛକ ଦେଇ ସୁନାରି ଘାଇ ଛକ ନିକଟ ରେ ଆଦିବାସି ନୁର୍ତ୍ୟ, ଘୁମୁରା ବାଦ୍ୟ ଡିଜେ ବଜାଇ ବାଣ ଫୁଟାଇ ବିଜେପି ର କିଛି ଯୁବ କର୍ମୀ ବିଦ୍ୟା ଶବର ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରି ଗୁଣ୍ଡିଚା ମନ୍ଦିର ରେ ଶେଷ କରିଥିଲେ.ଆଜିର କିଛି ବିଜେପି କର୍ମୀ ଆଖୁସିଙ୍ଗ ମଣ୍ଡଳ ସଭାପତି ଗଜପତି ଶବର, ଆଖୁସିଂ ମଣ୍ଡଳ ଯୁବ ମୋର୍ଚା ଏସ ପଦ୍ମନାଭ, ପଦ୍ମପୁର ଯୁବ କର୍ମୀ ନଚିକେତା ସାହୁ, ଜଗଦୀଶ ସାହୁ, ଗୋପାଳ ସାହୁ, ଉତ୍ତରା ସାହୁ, ଶିବ ମହାରଣା, ଶୈଳ ସେନାପତି, ଇନ୍ଦୁପୁର ପୂର୍ବତନ ସରପଞ୍ଚ ତ୍ରିନାଥ ଗମାଙ୍ଗ ଆଜିର କାର୍ଯ୍ୟ କ୍ରମରେ ରୋଡ ଶୋ କରି ବିଜେପି ଜିନ୍ଦାବାଦ ବୋଲି ସ୍ଲୋଗାନ ଦେଇ କାର୍ଯ୍ୟକ୍ରମ ଟିକୁ ସମାପନ କରିଥିଲେ 

ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର