ASIଙ୍କ_ଅସ୍ତ୍ର_ଛଡ଼ାଇବାରୁ_ଏନ୍କାଉଣ୍ଟର
-ଗିରି ରୋଡ୍ ବର୍ବରତାରେ ମୁଖ୍ୟ ଅଭିଯୁକ୍ତକୁ ଏନ୍କାଉଣ୍ଟର ଘଟଣା
-ପ୍ରତିକ୍ରିୟା ରଖିଲେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର
-‘ମାମଲାରେ ଗତକାଲି ଆମେ ୨ ଜଣଙ୍କୁ ଗିରଫ କରିଛୁ’
-‘ଅନ୍ୟ ସହଯୋଗୀଙ୍କୁ ଚିହ୍ନଟ ପାଇଁ ମୁଖ୍ୟ ଅଭିଯୁକ୍ତକୁ ନେଉଥିଲୁ’
-‘ନେବାବେଳେ ଜଣେ ASIଙ୍କ ଅସ୍ତ୍ର ଛଡ଼ାଇବାରୁ ଏନ୍କାଉଣ୍ଟର କଲୁ’
-‘ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଧରିବୁ’
-‘ଯିଏ ଆଇନ ଭାଙ୍ଗିବ, ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ’
-ସମାଜବିରୋଧୀଙ୍କୁ ଏ ସ୍ଥାନ ଛାଡ଼ି ପଳାଇବାକୁ କଡ଼ା ଚେତାବନୀ ଦେଲେ


admin 
