*ହ୍ବାଇଟ_ହାଉସ_ନିକଟରେ_ଗୁଳିକାଣ୍ଡ*

*ହ୍ବାଇଟ_ହାଉସ_ନିକଟରେ_ଗୁଳିକାଣ୍ଡ*

-ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ବାଇଟ ହାଉସ ନିକଟରେ ଗୁଳିକାଣ୍ଡ

-ଗୁଳିମାଡ଼ ସମୟରେ ହ୍ବାଇଟ ହାଉସରେ ଉପସ୍ଥିତ ଥିଲେ ରାଷ୍ଟ୍ରପତି ଟ୍ରମ୍ପ

-ଜଣେ ଅଜଣା ଆତତାୟୀ ୧୫-୩୦ ରାଉଣ୍ଡ ଗୁଳି ଚାଳନା କରିଥିବା ସୂଚନା

-ପେନସିଲଭାନିଆ ଆଭେନ୍ୟୁ 17th ଷ୍ଟ୍ରିଟ ନିକଟରେ ଗୁଳିକାଣ୍ଡ ସୂଚନା

-ସିକ୍ରେଟ ସର୍ଭିସ ପକ୍ଷରୁ ପାଲଟା ଗୁଳି ଚାଳନାରେ ଆତତାୟୀ ମୃତ

-ଆକ୍ରମଣ ଘଟଣାରେ ଜଣେ ପଥଚାରୀ ଆହତ ହୋଇଥିବା ସୂଚନା