*ମହାନଦୀରେ ଆସୁଛି ବନ୍ୟା...*
*-ମହାନଦୀ ଓ ଶାଖା ନଦୀରେ ଆସୁଛି ବନ୍ୟା*
*-ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା*
*'-ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ପାଣି ଛଡ଼ା ଯାଇଛି'*
*'-ଆଜି ମୁଣ୍ଡଳିଠାରେ ଆସି ବନ୍ୟା ପାଣି ପହଞ୍ଚିଯିବ'*
*'-କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବ'*


admin 
