*ପର୍ଯ୍ୟାପ୍ତ ତେଲ ରହିଛି: ଯୋଗାଣ ମନ୍ତ୍ରୀ*

*ପର୍ଯ୍ୟାପ୍ତ ତେଲ ରହିଛି: ଯୋଗାଣ ମନ୍ତ୍ରୀ*

*- ରାଜ୍ୟରେ ତୈଳ ସଂକଟ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା*

*- ‘ରାଜ୍ୟରେ ୧୩ ଦିନ ପାଇଁ ତେଲର ଅଭାବ ନାହିଁ’*

*- ଭୟଭୀତ ହୋଇ ପେଟ୍ରୋଲ ନ କଣିବାକୁ କହିଲେ ମନ୍ତ୍ରୀ*

*- ଘରେ ପେଟ୍ରୋଲ କିଣି ମହଜୁଦ ରଖନ୍ତୁନି: ମନ୍ତ୍ରୀ*

*- ‘ଦେଶ ଓ ରାଜ୍ୟରେ ପର୍ଯ୍ୟାପ୍ତ ତେଲ ରହିଛି’*

*- ‘ବେଆଇନ ଗଚ୍ଛିତ ତୈଳ ଥିବା ସ୍ଥାନରେ ଚଢ଼ାଉ କରାଯିବ’*

*- ‘ପବ୍ଲିକ ଟ୍ରାନ୍ସପୋର୍ଟକୁ ଆଗ ତେଲ ଦିଆଯିବ’*