*ପୁଣି ଲଘୁଚାପ ସମ୍ଭାବନା*

*ପୁଣି ଲଘୁଚାପ ସମ୍ଭାବନା*

*-୨୪ ଘଣ୍ଟା ମଧ୍ୟରେ ପୁଣି ଲଘୁଚାପ ସୃଷ୍ଟି ସମ୍ଭାବନା*

*-ଉତ୍ତର ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗରେ ଘୂର୍ଣ୍ଣିବଳୟ ସକ୍ରିୟ*

*-ତତ୍‌-ସଂଲଗ୍ନ ବାଂଲାଦେଶ ଉପକୂଳସ୍ଥ ସମୁଦ୍ର ଅଞ୍ଚଳରେ ସକ୍ରିୟ*

*-ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସମ୍ଭାବନା*