ପୁରୀ ପଶୁ ଚିକିତ୍ସା ବିଭାଗରେ ଭିଜିଲାନ୍ସ ଚଢ଼ାଉ।

ପୁରୀ ପଶୁ ଚିକିତ୍ସା ବିଭାଗରେ ଭିଜିଲାନ୍ସ ଚଢ଼ାଉ।

ପୁରୀ ପଶୁ ଚିକିତ୍ସା ବିଭାଗରେ ଭିଜିଲାନ୍ସ ଚଢ଼ାଉ। ସେକ୍ସନ ଅଫିସର ମନୋଜ କୁମାର ମହାନ୍ତି ଲାଞ୍ଚ ନେଉଥିବା ବେଳେ ଗିରଫ । ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ  ଗିରଫ କରିଛି ଭିଜିଲାନ୍ସ। । ଇଲେକ୍ଟ୍ରିକ ଭେହିକିଲ ସବସିଡିରେ କରାଇଦେବା ନେଇ ଲାଞ୍ଚ ନେଉଥିଲେ କିରାଣୀ ମନୋଜ। ପୁରୀ ଭିଜିଲାନ୍ସ ଟିମ ଦ୍ୱାରା ଚଢ଼ାଉ ପରେ ଗିରଫ ହୋଇଛନ୍ତି