ପୁରୀରେ #ହୋଟେଲ ମାଲିକଙ୍କୁ ହତ୍ୟା ପରେ ଅଭିଯୁକ୍ତକୁ ଏନକାଉଣ୍ଟର !

ପୁରୀରେ #ହୋଟେଲ ମାଲିକଙ୍କୁ ହତ୍ୟା ପରେ ଅଭିଯୁକ୍ତକୁ ଏନକାଉଣ୍ଟର !

ପୁରୀରେ #ହୋଟେଲ ମାଲିକଙ୍କୁ ହତ୍ୟା ପରେ ଅଭିଯୁକ୍ତକୁ ଏନକାଉଣ୍ଟର ! ବଳିଆପଣ୍ଡା ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ ମୃତ ହୋଟେଲ ମାଲିକଙ୍କ ନାମ ପବିତ୍ର ନାୟକ ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୁରୀ ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ #ଅଭିଯୁକ୍ତ ଚନ୍ଦନ କୁମାର ପଲାରକୁ ପୋଲିସର ଏନକାଉଣ୍ଟର ଓମକାରେଶ୍ବର ମନ୍ଦିର ନିକଟରେ ପୋଲିସ ଗୁଳିରେ ଚନ୍ଦନ କୁମାର ଆହତ ପୁରୀ ଜିଲ୍ଲା ମୁଖ୍ୟ #ଗୋଖର_ ଚିକିତ୍ସାଳୟରେ ଚନ୍ଦନକୁ ଭର୍ତ୍ତି କରାଯାଇଛି ମେଡିକାଲ ପରିସରରେ ଉତ୍ତେଜନା,ବ୍ୟାପକ ପୋଲିସ ମୁତୟନ