ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଅଧୀନରେ ନୂତନ ଭାବେ ନିର୍ମିତ ନରାଜ୍ ଇଲେକ୍ଟ୍ରିକ୍ ବସ୍ ଡିପୋ ମଧ୍ୟ ଗତକାଲି ଉଦ୍ଘାଟନ କରିଥିଲେ l

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଅଧୀନରେ ନୂତନ ଭାବେ ନିର୍ମିତ ନରାଜ୍ ଇଲେକ୍ଟ୍ରିକ୍ ବସ୍ ଡିପୋ ମଧ୍ୟ ଗତକାଲି ଉଦ୍ଘାଟନ କରିଥିଲେ l
ଏହା ସହ ୧୦୦ ଟି ବିଦ୍ୟୁତ ଚାଳିତ ବସ୍ର ଶୁଭାରମ୍ଭ କରିଛନ୍ତି l ପୁରୀ, ଭୁବନେଶ୍ୱର ଓ କଟକର ୧୧ଟି ରୁଟ୍ ରେ ପୂର୍ବରୁ ଆମ ବସ ସେବା ଜାରି ଥିବା ବେଳେ, ଏହି ୧୦୦ଟି ବସ୍ ଯୋଡି ହେବା ପରେ କ୍ୟାପିଟାଲ ରିଜିଅନରେ ଆଉ ୮ଟି ନୂଆ ରୁଟ୍ରେ ଆମ ବସ୍ ସେବା ପ୍ରଦାନ କରାଯିବ l