ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା  .

ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା  .

ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା  .
ଏହି ପ୍ରତିଯୋଗିତା ସ୍ଵୟଂଶାସିତ ମହାବିଦ୍ୟାଳୟ ନୟାଗଡ ଠାରେ ଥିବା ଡାଇମଣ୍ଡ ଜୁବୁଲି କନଫରେନ୍ସ ଗୃହ ଠାରେ ଅନୁଷ୍ଠିତ ହେଇଥିଲା ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ ବିଡ଼ିଓ, ନୟାଗଡ଼ ଏଇଶ୍ୱରୀୟା ଭୂୟାଁ ଙ୍କ ତତତ୍ଵାବଧାନରେ  ପରିଚାଳିତ ହୋଇଥିଲା   ଏହି ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବରେ ସିଡିପିଓ ଇନଚାର୍ଜ ଆଞ୍ଚଲ ପାତ୍ର, ପ୍ରୀତମ୍ କୁମାର ମହାରଣା ବିସସଓ, ନୟାଗଡ, ପୂର୍ଣ୍ଣିମା ତ୍ରିପାଠୀ science teacher of Bajendra High school, Nayagarh ଯୋଗ ଦେଇଥିଲେ, ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ ରେ 22 wshg ର 66 ଜଣ ମାଆ ଭାଗ ନେଇଥିଲେ, 22 ଟି wshg ଭିତରୁ ମା ଗାୟତ୍ରୀ shg, Badapandusar ପ୍ରଥମ, ମା ନାରାୟଣୀ shg ,Pratap Prasad ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି, ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିଥିବା ସବୁ ମା ମାନଙ୍କୁ ପ୍ରମାଣ ପତ୍ର       ପ୍ରଦାନ କରାଯାଇଛି , ପ୍ରଥମ ସ୍ଥାନ ଅଧିକାର କରିଥିବା shg କୁ 5000 ଟଙ୍କା ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା shg କୁ 4000 ଟଙ୍କା କ୍ୟାସ District level subhadra Shakti traditional food compitition programme ରେ ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି,ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ mission Shakti ବିଭାଗ ଦ୍ୱାରା ପରିଚାଳିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ BPC MS Sasmita Mallick, BPM olm sushree Sangita Das, Blc sanjukta Kara Alok Kumar muduli, Jitendra Samant and BPA ms Manoj Kumar samntaray ଉପସ୍ଥିତ ଥିଲେ
ନୟାଗଡ ରୁ ଅଶୋକ କୁମାର ଙ୍କ ରିପୋର୍ଟ ବିଶେଷ ଖବ