*ଫାଇଲ୍ ମିସ୍: ୩ ଜଣଙ୍କ ବୟାନ ରେକର୍ଡ*
*-ନାଇଡୁ କମିଶନ ଫାଇଲ୍ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ*
*-କ୍ରାଇମବ୍ରାଞ୍ଚ ନୋଟିସ୍ କରିଥିବା ୩ ଜଣଙ୍କ ବୟାନ ରେକର୍ଡ ସୂଚନା*
*-କମିଶନ ରିପୋର୍ଟ ଗୃହ ବିଭାଗରେ ପହଞ୍ଚିଥିଲା, କେଉଁଆଡ଼େ ଗଲା ଚାଲିଛି ତଦନ୍ତ*
*-ଏବେ ଯାଏଁ ଫାଇଲ୍ ହଜିବା ଆଧାରରେ ହିଁ ତଦନ୍ତ ଚାଲିଥିବା କ୍ରାଇମବ୍ରାଞ୍ଚର ସୂଚନା*
*-ତଦନ୍ତ ଶେଷ ନହେବା ଯାଏଁ ଫାଇଲ ଚୋରି ବୋଲି କହିବା ଠିକ୍ ହେବନି*


admin 
