ବଗି ଛାଡ଼ି ପଳାଇଲା ଟ୍ରେନ୍
ବଗି ଛାଡ଼ି ପଳାଇଲା ଟ୍ରେନ୍
-ମାତ୍ର ୩ ବଗି ଧରି ବାକି ବଗି ଛାଡି ପଳାଇଲା ଟ୍ରେନ୍
-ପୁରୀ-ହାଟିଆ ତପସ୍ବିନୀ ଏକ୍ସପ୍ରେସ ୯.୨୯ରୁ ୩ ବଗି ସହ ଭୁବନେଶ୍ବର ଛାଡିଲା
-ପୁଣି ଥରେ ଫେରିବା ସହ ସମ୍ପୂର୍ଣ୍ଣ ବଗି ନେଇ ଛାଡ଼ିଥିଲା ଟ୍ରେନ୍
-ଦୁଇଟି କୋଚ ମଧ୍ୟରେ କପଲିଙ୍ଗ ଖୋଲିଥିବା ନେଇ ରେଲୱେର ସ୍ପଷ୍ଟୀକରଣ
-ସମ୍ପୂର୍ଣ୍ଣ ସୁରକ୍ଷା ଚେକ୍ ପରେ ୧୦.୨୮ରେ ଟ୍ରେନ ଛାଡିଥିବା ସୂଚନା


admin1 
