*ବିଦ୍ୟାଭାରତୀଙ୍କୁ ମିଳିଲାନି ସୁପ୍ରିମ ଆଶ୍ବସ୍ତି*
*-ACF ସୌମ୍ୟରଞ୍ଜନ ମୃତ୍ୟୁ: ପତ୍ନୀ ବିଦ୍ୟାଭାରତୀଙ୍କୁ ମିଳିଲାନି ଆଶ୍ବସ୍ତି*
*-ବିଦ୍ୟାଭାରତୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ*
*-ହାଇକୋର୍ଟଙ୍କ ଆଦେଶ ବଳବତ୍ତର ରଖିଲେ ସର୍ବୋଚ୍ଚ କୋର୍ଟ*
*-ଅନ୍ତରୀଣ ସୁରକ୍ଷା ହଟାଇଥିବା ହାଇକୋର୍ଟଙ୍କ ଆଦେଶ ବଳବତ୍ତର*


admin 
