*ରାଉରକେଲା ସହରରେ IHRF TEAM ର ଆଉ ଏକ ନୂତନ ଅଫିସ ଉନ୍ମୋଚନ*

*ରାଉରକେଲା ସହରରେ IHRF TEAM ର ଆଉ ଏକ ନୂତନ ଅଫିସ ଉନ୍ମୋଚନ*

ମୁଖ୍ୟ ଅତିଥିରୂପେ ଭୁବନେଶ୍ୱରରୁ ଆସି ଯୋଗଦେଲେ ସଂସ୍ଥାର ସଂସ୍ଥାପକ ଶ୍ରୀଯୁକ୍ତ:-ବିଶ୍ୱଜିତ ମଲ୍ଲିକ,ଏବଂ ତାଙ୍କ ସହିତ ଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ଯୁବ ସମାଜସେବୀ,ଶ୍ରୀଯୁକ୍ତ:-ବିଜୟ କୁମାର ବିଶ୍ୱାଳ-(ଜିତୁ)ସାର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର IHRF????????TEAM ଜିଲ୍ଲା ସଭାପତି,ଶ୍ରୀଯୁକ୍ତ:-ସଞ୍ଜୟ କୁମାର ପଣ୍ଡା,ଏବଂ ଜଣେ ବରିଷ୍ଠ ନାଗରୀକ ଶ୍ରୀଯୁକ୍ତ:-ବ୍ରଜକିଶୋର ଦାସ, ଓଃ ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ଶ୍ରୀଯୁକ୍ତ:-ଶିଶିର କୁମାର ସେଣ, ଏବଂ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା,କେ.ବଲାଙ୍ଗ ଅଞ୍ଚଳର ବିଜେପି ମହିଳା ସଭାପତି ଶ୍ରୀମତୀ:-ପ୍ରିୟଙ୍କା ସାହୁ,

ଓଡିଶା ରାଜ୍ୟର ମହିଳା ସଭାପତି ସ୍ୱାତୀ ଶାଶ୍ଵତୀ, ସୁନ୍ଦରଗଡ଼ ଜିଲ୍ଲାର ମହିଳା ଚେୟାରମ୍ୟାନ ସରୋଜିନୀ ବାଂକ୍ରା,ମାନକି ରାଓ,ଗୀତା ସାହୁ,ଉଷା ଦେବୀ,ରୁବି ମଣ୍ଡଳ, ଶିଖା ବାଂକ୍ରା,ରାହିଲ ଦେବୀ,ଶ୍ରୀମତୀ:-ଜୟନ୍ତୀ ଦାସ,ପ୍ରିନ୍ସ ରାଓ, ଏବଂ ଅନ୍ୟାନ୍ୟ ସୁନ୍ଦରଗଡ଼ ଜିଲ୍ଲାର IHRF????????TEAM ର ସକ୍ରିୟ ସଦସ୍ୟ ବୃନ୍ଦଙ୍କ ଉପସ୍ଥିତିରେ ଶ୍ରୀମତୀ:-ପୁଷ୍ପା ସାହୁ ନାମକ ନୂତନ ମହିଳା ସଦସ୍ୟାଙ୍କ ନିଜସ୍ୱ ବାସସ୍ଥାନରେ ନୂଆକରି ଆରମ୍ଭ କରାଗଲା ଏହି *ନାରୀଶକ୍ତି ଦେବୀ ଦୁର୍ଗା ବାହିନୀ* IHRF????????TEAM ମହିଳା ସଙ୍ଗଠନ, ବେଦବ୍ୟାସ ଅଞ୍ଚଳରେ ରହୁଥିବା ଶ୍ରୀମତୀ:-ପୁଷ୍ପା ସାହୁ, *ଦେବୀ????????ମାଆ????????ଦୁର୍ଗାଙ୍କର* ଜଣେ ଭକ୍ତସାଧକ ହୋଇଥିବାରୁ ତାଙ୍କର ଆଗମନ ଏଣିକି ଆମ ସମସ୍ତ ନାରୀଶକ୍ତିକୁ ଆହୁରି ବିକଶିତ କରାଇବା ଲକ୍ଷନେଇ ଏଣିକି ରାଉରକେଲା ସହରରୁ ଦେଶର ରାଜଧାନୀ ପର୍ଯ୍ୟନ୍ତ ପହଞ୍ଚାଇବାର ଏକତ୍ର ପ୍ରତିଜ୍ଞା ଗ୍ରହଣ କରିଥିଲେ ଏହି IHRF????????TEAM ର *ଦେବୀ ଦୁର୍ଗାବାହିନୀ ନାରୀଶକ୍ତିର ମହିଳା ସଙ୍ଗଠନ* ଏହି ସଙ୍ଗଠନର ସଂସ୍ଥାପକ ଶ୍ରୀଯୁକ୍ତ:-ବିଶ୍ୱଜିତ ମଲ୍ଲିକ ସାରଙ୍କର ଅଭିଭାଷଣରେ କହିବା ମୁତାବକ ଏହି କିଛି ଦିନତଳେ ବର୍ତ୍ତମାନର ନିକଟ ଅତୀତରେ ଆମ ଦେଶର ନୂଆଦିଲ୍ଲୀ ଠାରେ ଆମ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ:-ନରେନ୍ଦ୍ର ଦାସ ମୋଦୀ ସାରଙ୍କ ଦ୍ୱାରା ପାର୍ଲି୍ୟାମେଣ୍ଟରେ ଏକ ନୂତନ *ନାରୀଶକ୍ତିର ସୁରକ୍ଷା ଓଃ ରକ୍ଷଣ* ବିଷୟରେ ଏକ ଵିଲକୁ ପାସ ନ କରାଯାଇ ବିରୋଧୀଙ୍କର ଅତି ଘୃଣ୍ୟ ଓଃ ନିନ୍ଦନୀୟ ଷଡଯନ୍ତ୍ରାମକ ଚକ୍ରାନ୍ତଯୋଗୁଁ ହିଁ ଏହି *ଵିଲ* ଟିଏ ଫେଲ ମାରିଯାଇଥିଲା, ଯାହାର ପ୍ରତିବାଦରେ ସାରା ଭାରତ????????ବର୍ଷର ନାରୀଶକ୍ତି ସମ୍ପୂର୍ଣ୍ଣ ଭାବରେ ଜାଗ୍ରତ ହୋଇ ଉଠିଟିଲା,ତେଣୁ ସେହି କ୍ଷଣକ ମୁହୂର୍ତ୍ତକୁ ବାରମ୍ବାର ମନେ ପକାଇ ଆମ ସ୍ୱାଧୀନ????????ଭାରତ????????ବର୍ଷରେ ସର୍ବ ପ୍ରଥମେ ଆମ *ନାରୀରୂପୀ ଦେବୀ ମାଆ* ମାନଙ୍କୁ ସମ୍ପୂର୍ଣ୍ଣ ଅଗ୍ରାଧିକାର ଓଃ ସୁରକ୍ଷା ପ୍ରଦାନ ନିମନ୍ତେ ଆମ୍ଭେମାନେ ସମସ୍ତେ ସଦାସର୍ବଦା ତତ୍ପରତା ହେବା ଉଚିତ ବୋଲି ନିଜ ଅଭିଭାଷଣରେ ସମସ୍ତଙ୍କୁ ଉଦବୋଧନ ଦେବା ସହିତ, ସେଠାରେ ଉପସ୍ଥିତ ସମସ୍ତ ସାମ୍ବାଦିକ ଭାଇ, ଭଉଣୀ ମାନଙ୍କୁ ଖରାବର୍ଷା ଦାଉରୁ ରକ୍ଷା ପାଇବା ଓଃ ନିଜର ନିଷ୍ଠାପର ସାମ୍ବାଦିକତାରେ ଏଥିପାଇଁ କୌଣସି ବାଧାପ୍ରାପ୍ତ ନ ହେବା ଉଦେଶ୍ୟରେ ସମସ୍ତ ସାମ୍ବାଦିକ ଭାଇବନ୍ଧୁ ମାନଙ୍କୁ ଗୋଟେ ଗୋଟେ ଛତା ବଣ୍ଟନ କରିବା ସହିତ ସେମାନଙ୍କର *ପ୍ରକୃତ ସମାଜସେବା କାର୍ଯ୍ୟକଳାପ ଗୁଡ଼ିକପାଇଁ ସେମାନଙ୍କୁ ମହାନ ମାନବିକତାର ମାନବରତ୍ନ ସମ୍ମାନ୍ନରେ* ସମ୍ମାନୀତ କରାଇ ସମସ୍ତଙ୍କୁ ମାନପତ୍ର ପ୍ରଦାନ କରିବା ସହିତ ଉତ୍ତରୀ ଓଃ ପୁଷ୍ପଗୁଚ୍ଛଦେଇ ସମ୍ବର୍ଥନା ମଧ୍ୟ କରାଇଥିଲେ,ଗୋଟିଏ ସାମ୍ବାଦିକ ଯଦି ଚାହିଁବ ତେବେ ତାର ନିଜ ଅଞ୍ଚଳକୁ ଦୁର୍ନୀତି,ଭ୍ରଷ୍ଟାଚାର,ଓଃ କଳଙ୍କିତ କାର୍ଯ୍ୟକଳାପରୁ ସମ୍ପୂର୍ଣ୍ଣ ମୁକ୍ତ କରାଇ ନିଜ ଅଞ୍ଚଳବାସୀଙ୍କୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓଃ ନିର୍ମଳ ସୁରକ୍ଷିତ ସରକାରୀ ସେବା ପ୍ରଦାନ ନିଶ୍ଚୟ କରାଇ ପାରିବ ବୋଲି ମୋର ଏହା ବ୍ୟକ୍ତିଗତ ଦୃଢ଼ ଆତ୍ମବିଶ୍ୱାସ ବୋଲି କହିଥିଲେ ଶ୍ରୀଯୁକ୍ତ:-ମଲ୍ଲିକ ସାର ମହୋଦୟ, ଏବଂ ଶେଷରେ *ମୋ ଜୀବନ ପଛେ ନର୍କେ ପଡ଼ିଥାଉ କିନ୍ତୁ ଜଗତ ଉଦ୍ଧାରହେଉ* ବୋଲି ମୁଁ ଜଣେ ଗୋପବନ୍ଧୁ ଙ୍କ ଶିଷ୍ୟବୋଲି ସମ୍ବୋଧନ ଦେଇ, ଜୟ????????ହିନ୍ଦ, ଜୟ????????ଭାରତର ନାରାଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ????????????????

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା