ବିଦ୍ୟୁତ ଉପଭୋକ୍ତାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଆଶ୍ୱସ୍ତି.

*ବିଦ୍ୟୁତ ଉପଭୋକ୍ତାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଆଶ୍ୱସ୍ତି* *ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ପ୍ରତିକ୍ରିୟା* *ଗ୍ରୀଷ୍ମପ୍ରବାହ ସମୟରେ ବିଦ୍ୟୁତ କାଟ ନକରିବାକୁ ନିର୍ଦେଶ* ‘ *କାଳବୈଶାଖ ପାଇଁ କିଛି ସ୍ଥାନରେ ବିଦ୍ୟୁତ କାଟ ହେଉଥିଲା’* ‘ *ବିଦ୍ୟୁତ ବ୍ୟାହତ ହେଲେ ତୁରନ୍ତ ସମାଧାନ ହେଉଛି’* ‘ *ବକେୟା ବିଲ୍‌ ଦେଇ ନଥିଲେ ବି ବିଦ୍ୟୁତ କାଟ୍‌ ହେବନି’* *ଖୁଣ୍ଟି ପଡ଼ିଗଲେ ଅଳ୍ପ ସମୟରେ ସମାଧାନ କରାଯାଉଛି’* ‘ *ଚଳିତ ଥର ଠିକ୍‌ରେ ବିଦ୍ୟୁତ ପରିଚାଳନା ହେଉଛି’*

ବିଦ୍ୟୁତ ଉପଭୋକ୍ତାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଆଶ୍ୱସ୍ତି.