ସାମ୍ନାକୁ ଆସୁଛି ଯୌନ ରାକ୍ଷସ ବାପି ସାହୁର ଅସଲ ମୁଖା .
ସାମ୍ନାକୁ ଆସୁଛି ଯୌନ ରାକ୍ଷସ ବାପି ସାହୁର ଅସଲ ମୁଖା । ଆଶୀର୍ବାଦକୁ ହତ୍ୟା ପୂର୍ବରୁ ଅନେକ ନାବାଳଙ୍କ ସହ କରୁଥିଲା ଖରାପ ବ୍ୟବହାର କେବଳ ଆଶୀର୍ବାଦ ନୁହେଁ, ପୂର୍ବରୁ ମଧ୍ୟ ଅନେକ କୋମଳମତି ପିଲାଙ୍କ ସହ ଖରାପ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ଆସିଛି । କିପରି ପିଲାମାନଙ୍କୁ କ୍ରିକେଟ୍ ଖେଳିବା ସମୟରେ ସେମାନଙ୍କ ସହ ଖରାପ ବ୍ୟବହାର କରେ, ତା’ର ଖୁଲାସା କରିଛନ୍ତି ଏହି ପିଲାମାନେ । ପଡ଼ିଆକୁ ଯିବା ପୂର୍ବରୁ ଆଗୁଆ ଅପେକ୍ଷା କରି ରହିଥାଏ ବାପି ।
