ଭଗବାନଙ୍କୁ ମୁଣ୍ଡିଆ ମାରି ଚୋରି.????
ଭଗବାନଙ୍କୁ ମୁଣ୍ଡିଆ ମାରି ଚୋରି.????
-ରାଉରକେଲା ଉଦିତନଗର ଜଗନ୍ନାଥ ମନ୍ଦିରରେ ଚୋରି
-ମନ୍ଦିରରେ ପଶି ଦାନ ବାକ୍ସ ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ
-ହୁଣ୍ଡିରୁ ପ୍ରାୟ ୩୦ ହଜାର ଟଙ୍କା ଚୋରି ହୋଇଥିବା ଅନୁମାନ
-ଚୋରି ପୂର୍ବରୁ ଭଗବାନଙ୍କୁ ମୁଣ୍ଡିଆ ମାରିଥିବା ଦୃଶ୍ୟ କଏଦ
-ସିସିଟିଭି ଆଧାରରେ ପୋଲିସର ତଦନ୍ତ ଜାରି


admin1 
