ଭତ୍ତା ଟଙ୍କା ପାଇଁ ୮୦ ବର୍ଷୀୟ ଜଣେ ବୃଦ୍ଧ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତ ଅଫିସ୍‌କୁ ଯିବା ଭଳି ଏକ ଅପ୍ରୀତିକର ଘଟଣା .

ଭତ୍ତା ଟଙ୍କା ପାଇଁ ୮୦ ବର୍ଷୀୟ ଜଣେ ବୃଦ୍ଧ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତ ଅଫିସ୍‌କୁ ଯିବା ଭଳି ଏକ ଅପ୍ରୀତିକର ଘଟଣା  .

ଭତ୍ତା ଟଙ୍କା ପାଇଁ ୮୦ ବର୍ଷୀୟ ଜଣେ ବୃଦ୍ଧ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତ ଅଫିସ୍‌କୁ ଯିବା ଭଳି ଏକ ଅପ୍ରୀତିକର ଘଟଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲା‌‌ରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ବୃଦ୍ଧଜଣଙ୍କ ହେଲେ, କେନ୍ଦ୍ରାପଡ଼ା ବ୍ଲକ୍‌ ଅନ୍ତର୍ଗତ କୋର ପଞ୍ଚାୟତ, କୋର ଗ୍ରାମର ଶ୍ରୀଧର ସାହୁ। **ବୃଦ୍ଧଙ୍କ ଭତ୍ତା ଦୁଃଖ ହାଇକୋର୍ଟଙ୍କ ହସ୍ତକ୍ଷେପ -କେନ୍ଦ୍ରାପଡ଼ା: ୮୦ ବର୍ଷୀୟ ବୃଦ୍ଧ ଭତ୍ତା ପାଇଁ ଘୁଷୁଡ଼ି ଘୁଷୁଡ଼ି ଯିବା ଘଟଣା
-OTVରେ ଖବର ପ୍ରସାରଣ ପରେ ହସ୍ତକ୍ଷେପ କଲେ ହାଇକୋର୍ଟ.
-କୋର୍ ଗାଁରେ ବୃଦ୍ଧଙ୍କ ଘରେ ପହଞ୍ଚିଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ
-ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପହଞ୍ଚିଲେ ଆଇନ ସେବା ପ୍ରାଧିକରଣ ସଚିବ ଓ ବିଡିଓ
-ରୋଗାକ୍ରାନ୍ତ ଶ୍ରୀଧର ସାହୁଙ୍କ ଘରେ ବିଦ୍ୟୁତ ସଂଯୋଗ ନଥିବା ଜାଣିଲେ
-ଖୁବ୍‌ ଶୀଘ୍ର ସବୁ ବ୍ୟବସ୍ଥା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ ବିଡି

 ଆଜି କେନ୍ଦ୍ରାପଡ଼ା ଜିଲ୍ଲା‌‌ରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ବୃଦ୍ଧଜଣଙ୍କ ହେଲେ, କେନ୍ଦ୍ରାପଡ଼ା ବ୍ଲକ୍‌ ଅନ୍ତର୍ଗତ କୋର ପଞ୍ଚାୟତ, କୋର ଗ୍ରାମର ଶ୍ରୀଧର ସାହୁ। **ବୃଦ୍ଧଙ୍କ ଭତ୍ତା ଦୁଃଖ ହାଇକୋର୍ଟଙ୍କ ହସ୍ତକ୍ଷେପ -କେନ୍ଦ୍ରାପଡ଼ା: ୮୦ ବର୍ଷୀୟ ବୃଦ୍ଧ ଭତ୍ତା ପାଇଁ ଘୁଷୁଡ଼ି ଘୁଷୁଡ଼ି ଯିବା ଘଟଣା
-OTVରେ ଖବର ପ୍ରସାରଣ ପରେ ହସ୍ତକ୍ଷେପ କଲେ ହାଇକୋର୍ଟ.
-କୋର୍ ଗାଁରେ ବୃଦ୍ଧଙ୍କ ଘରେ ପହଞ୍ଚିଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ
-ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପହଞ୍ଚିଲେ ଆଇନ ସେବା ପ୍ରାଧିକରଣ ସଚିବ ଓ ବିଡିଓ
-ରୋଗାକ୍ରାନ୍ତ ଶ୍ରୀଧର ସାହୁଙ୍କ ଘରେ ବିଦ୍ୟୁତ ସଂଯୋଗ ନଥିବା ଜାଣିଲେ
-ଖୁବ୍‌ ଶୀଘ୍ର ସବୁ ବ୍ୟବସ୍ଥା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ ବିଡି .