ମହାରାଷ୍ଟ୍ର ରାଜନୀତିରେ ହଇଚଇ। ଦୀର୍ଘ ଦୁଇ ଦଶନ୍ଧି ଧରି ପରସ୍ପରଠାରୁ ଦୂରେଇ ରହିଥିବା ଦୁଇ ଭାଇ ତଥା ରାଜନେତା ରାଜ୍ ଠାକ୍ରେ ଓ ଉଦ୍ଧବ ଠାକ୍ରେ ଗୋଟାଏ ମଞ୍ଚରେ ନଜର ଆସିଛନ୍ତି।

ମହାରାଷ୍ଟ୍ର ରାଜନୀତିରେ ହଇଚଇ। ଦୀର୍ଘ ଦୁଇ ଦଶନ୍ଧି ଧରି ପରସ୍ପରଠାରୁ ଦୂରେଇ ରହିଥିବା ଦୁଇ ଭାଇ ତଥା ରାଜନେତା ରାଜ୍ ଠାକ୍ରେ ଓ ଉଦ୍ଧବ ଠାକ୍ରେ ଗୋଟାଏ ମଞ୍ଚରେ ନଜର ଆସିଛନ୍ତି। ଶନିବାର ଦିନ ମହାରାଷ୍ଟ୍ର ସରକାରଙ୍କର ତ୍ରିଭାଷୀ ପ୍ରସଂଗକୁ ନେଇ ଗୋଟାଏ ମଞ୍ଚରେ ଦେଖିବାକୁ ମିଳିଥିଲେ ଏହି ଦୁଇ ଭାଇ।