୪୦୦ AI ଓ ଡିପଫେକ୍ ସାଇଟ୍ ବ୍ଲକ- ଦିଲ୍ଲୀ ପୋଲିସ
*-ଜନ୍ତରମନ୍ତରରେ CJP ଆନ୍ଦୋଳନକୁ ନେଇ ଦିଲ୍ଲୀ ପୋଲିସର ପ୍ରେସମିଟ୍*
*-ସୋସିଆଲ୍ ମିଡିଆର ଅପବ୍ୟବହାର କରି ଅସତ୍ୟ ଖବର ପ୍ରସାରିତ ହେଉଛି*
*-ଏପରିକି ଆଇନଶୃଙ୍ଖଳା ଉପରେ ପ୍ରଭାବ ପଡୁଛି କହିଲେ ସେଣ୍ଟ୍ରାଲ ଡିସିପି*
*-ସେୟାର କରିବା ପୂର୍ବରୁ ସତ୍ୟତା ଭଲ ଭାବେ ଯାଞ୍ଚ କରନ୍ତୁ*
*-ଆମେ ପ୍ରାୟ ୪୦୦ AI ଓ ଡିପଫେକ୍ ସାଇଟ୍କୁ ବ୍ଲକ କରିଛୁ*
*-ଏଥିସହ ପାକିସ୍ତାନର କିଛି ଫେକ୍ ମିଡିଆର ହାତ ଥିବା ପ୍ରମାଣ ମିଳିଛି*
*-ଦିଲ୍ଲୀର ଜଣେ ରାଜନେତାଙ୍କ କ୍ରାକ୍ ଡାଉନ୍ ସଂପର୍କିତ ଭିଡିଓ ବାର୍ତ୍ତା ଦେଖାଇଲେ*
*-ସୋନମ ୱାଙ୍ଗଚୁକଙ୍କ ଭିଡିଓ ବାର୍ତ୍ତା ମଧ୍ୟ ଏଡିଟ୍ ହୋଇଥିବା ଦର୍ଶାଇଲେ*


admin 
