ରଥଯାତ୍ରା ବିଭ୍ରାଟର ବିଚାରବିଭାଗୀୟ ତଦନ୍ତ ଦାବି କଲା ବିଜେଡି .

ରଥଯାତ୍ରା ବିଭ୍ରାଟର ବିଚାରବିଭାଗୀୟ ତଦନ୍ତ ଦାବି କଲା ବିଜେଡି .
ହାଇକୋର୍ଟ ଜଜଙ୍କ ଦ୍ଵାରା ତଦନ୍ତ କରିବାକୁ ବିଜେଡିର ଦାବି
‘ପ୍ରଶାସନିକ ତଦନ୍ତ ଉପରେ ଲୋକଙ୍କ ଭରସା ନାହିଁ’
ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କଲା ବିଜେଡି ରଥଯାତ୍ରା ବିଭ୍ରାଟକୁ ନେଇ ଓଡ଼ିଶା ନିନ୍ଦିତ ହୋଇଛି: ଦେବୀ ପ୍ରସାଦ ମିଶ୍ର l