admin Sep 10, 2026 2
admin Sep 9, 2026 11
admin Sep 5, 2026 200
admin Aug 31, 2026 5
admin Aug 13, 2026 18
admin Sep 12, 2026 2
admin Sep 12, 2026 42
admin Sep 12, 2026 52
admin Sep 12, 2026 43
admin Sep 12, 2026 6
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 10
admin Jul 25, 2026 18
admin May 29, 2026 9
admin Apr 17, 2026 63
admin Apr 14, 2026 31
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Sep 11, 2026 66
admin Aug 29, 2026 6
admin May 29, 2026 69
admin May 27, 2026 11
admin May 17, 2026 67
admin Sep 12, 2026 4
admin Sep 11, 2026 115
admin Sep 10, 2026 179
admin Sep 8, 2026 6
admin Sep 6, 2026 4
Join our subscribers list to get the latest news, updates and special offers directly in your inbox
ରାଜନୀତି
ପବିତ୍ର ରଜ ଉତ୍ସବ ରେ ବିଜୟପୁର ଦିବ୍ୟ ଦର୍ଶନ ଆଶ୍ରମରେ ସତ୍ ସଙ୍ଗ। ଗୁଣପୁର ୧୫/୬ ସଦ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ଶିରିଝୋଲି ପଞ୍ଚାୟତ ନିକଟସ୍ଥ ବିଜୟପୁର ଜ୍ଞାନ ମନ୍ଦିର ପରିସର ମଧ୍ୟରେ ରଜ ସଂକ୍ରାନ୍ତି ଉପଲକ୍ଷେ ଜ୍ଞାନ ଯଜ୍ଞ ଅନୁଷ୍ଟିତ ହୋଇ ଥିଲା। ଉକ୍ତ ଜ୍ଞାନ ଯଜ୍ଞରେ ବରିଷ୍ଟ ଗୁରୁ ଭାଇ- ଶ୍ରୀ ଧନଞ୍ଜୟ ବେହେରା ଭାଇ , ଶ୍ରୀ ଅନୁସେଠୀ ଭାଇ ଶ୍ରୀ ରାମାରାଓ ଭାଇ ଯୋଗଦାନ କରି ଦିବ୍ୟ ଦର୍ଶନ ସଂଘର ଦର୍ଶନ ତତ୍ତ୍ଵ ଉପରେ ଆଲୋକ ପାତ କରିଥିଲେ। ସଦ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଅମୃତ ବାଣୀ ହେଲା-: ହେ ମାନବ! ଆଉ କେତେଦିନ ନିଜର ପ୍ରକୃତ ସ୍ୱରୂପକୁ ଭୁଲି ରଙ୍ଗ ମଞ୍ଚର ଏହି କୃତ୍ରିମ ବେଶକୁ ନିଜର ସ୍ୱରୂପ ଓ ତାହାକୁ ଆବାସ ସ୍ଥଳ ଭାବି ଲୋଭ, ମୋହ,ମନ, ଅଭିମାନ ଅଗ୍ନିରେ ଜଳିପୋଡ଼ି ଅସହ୍ୟ ଯନ୍ତ୍ରଣା ଭୋଗ କରିବ? ଉଠ- ଅନ୍ତରସ୍ଥ ଜ୍ଞାନାଗ୍ନିକୁ ପ୍ରଜ୍ଜ୍ୱଳିତ କର। ଯିବାକୁ ପ୍ରସ୍ତୁତ ହୁଅ, ତୁମର ସେହି ଶାନ୍ତିମୟ ଅମର ଦିବ୍ୟ ଧାମକୁ ଏବଂ ଫେରି ପାଅ ସେହି ନିତ୍ୟ, ସତ୍ୟ ଓ ପବିତ୍ର ସ୍ୱରୂପକୁ। ତେବେଯାଇ ସମସ୍ତ ଦୁଃଖ ଓ ଭୟରୁ ମୁକ୍ତ ହେବ। ମନେ ରଖ! ତୁମେ ଆମର ଓ ମୁକ୍ତ ପୁରୁଷ!!! ତୁମେ ଦିବ୍ୟ, ଦିବ୍ୟ ତୁମର କାମ୍ୟ, ଦିବ୍ୟ ତୁମର ଆଧାର, ଦିବ୍ୟ ତୁମର ଜୀବନ ଏବଂ ଦିବ୍ୟ ହିଁ ତୁମର ସ୍ୱରୂପ। ଯଦି ବଞ୍ଚିବାକୁ ଚାହଁ, ତେବେ କର୍ତ୍ତବ୍ୟ ନିଷ୍ଟ ହୁଅ। ଯଦି ସୁଖ ଶାନ୍ତି ଚାହଁ, ତେବେ ଦୈବୀ ଗୁଣ ଧାରଣ କର, ଯଦି ମୁକ୍ତି ଚାହଁ ତେବେ ଆତ୍ମ ଜ୍ଞାନ ଲାଭ କର। ମନୁଷ୍ୟ ଜନ୍ମ ଦେବ ଦୁର୍ଲଭ ହୋଇଥିବାରୁ ନିଜ ଭିତରେ ଅସୀମ ଶକ୍ତିର ଭଣ୍ଡାର ରହିଛି। ତେଣୁ ସଦ ଗୁରୁ ବରଣ କରି ମନୁଷ୍ୟ ଦିବ୍ୟ ଜ୍ଞାନ ଶିକ୍ଷା କଲେ ନିଶ୍ଚିତ ଭାବରେ ମୁକ୍ତି ଲାଭ କରିପାରିବ। ଏହି ଜ୍ଞାନ ଯଜ୍ଞରେ ଗୁରୁ ଭାଇ ଶ୍ରୀ ରୁଦ୍ର ଚୌଧୁରୀ, ସୀମାଞ୍ଚଳ ରାଓ, ଏସ ଗୌରିଶଙ୍କର ରାଓ, ଜଗା ରାଓ, ସନ୍ତୋଷ ବେହେରା ସମେତ ଶତାଧିକ ଲୋକ ଯୋଗଦାନ କରି ଅମୃତ ରସ ପାନ ନିଜକୁ ଭାଗ୍ୟ ମଣି ଥିଲେ। ଆଜିର କାଯ୍ୟକ୍ରମ ରେ ବିଜୟୀ ପୁର ଦିବ୍ୟଦର୍ଶନ ଆଶ୍ରମ ଦିବ୍ୟ ପରିବାର ସମସ୍ତ ସହଯୋଗ କରିଥିଲେ ପ୍ରାୟ ଦୁଇ ଶହ ରୁ ଉର୍ଦ୍ଧ ଗୁରୁ ଭାଇ ତଥା ଗୁରୁ ଭଉଣୀ ସାମିଲ ହୋଇ ପ୍ରସାଦ ସେବନର ବ୍ୟବସ୍ଥା ରଖା ଯାଇଥିଲା ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର
Previous Article
Next Article
admin1
admin1 Jun 15, 2026 39
admin Aug 1, 2026 13
admin1 Jul 1, 2026 2
admin1 Jun 24, 2026 5
admin May 24, 2026 17
admin Apr 7, 2026 27
admin Aug 3, 2026 422
admin Aug 23, 2026 392
admin Aug 11, 2026 351
admin Aug 21, 2026 340
admin Aug 5, 2026 327
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 40
View Options