ସଂପୂର୍ଣ୍ଣ ଘର ଭାଙ୍ଗିଥିଲେ ଲକ୍ଷେ ୨୦ହଜାର ମିଳିବ
*-ବନ୍ୟା କ୍ଷତିର ଆକଳନ ଆରମ୍ଭ ହୋଇଯାଇଛି କହିଲେ ରାଜସ୍ବ ମନ୍ତ୍ରୀ*
*-ସଂପୂର୍ଣ୍ଣ ପାଣି ନିଷ୍କାସନ ହୋଇଥିବା ସ୍ଥାନରେ ଆକଳନ ଆରମ୍ଭ ହୋଇଛି*
*-କୃଷି ଓ ରାଜସ୍ବ ବିଭାଗ କର୍ମଚାରୀ କ୍ଷୟକ୍ଷତି ଆକଳନରେ ନିୟୋଜିତ*


admin 
