ସରକାର ମାନିଲେ: ଆନ୍ଦୋଳନରୁ ହଟିଲା CJP
*-ସରକାର-CJP ୩ୟ ରାଉଣ୍ଡ ବୈଠକରେ ସହମତି*
*-CJPର ସମସ୍ତ ଦାବି ମାନି ନେଲେ ସରକାର*
*-ଛାତ୍ରଙ୍କ ବିରୋଧରେ FIR, ମାମଲା ପ୍ରତ୍ୟାହାର ହେବ*
*-କେବଳ ଦିଲ୍ଲୀ ନୁହେଁ, ସବୁ ରାଜ୍ୟରୁ ଏସମ୍ପର୍କିତ FIR ହଟିବ*
*-ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ଦେବେ*
*-ଶିକ୍ଷାରେ ସଂସ୍କାର ପାଇଁ ୫ ସୂତ୍ରୀ ପରାମର୍ଶ ନେଇ ଆଲୋଚନା ହେବ*
*-ସରକାରଙ୍କ ପ୍ରତିଶ୍ରୁତି ପରେ CJPର ଆନ୍ଦୋଳନ ପ୍ରତ୍ୟାହାର*
*-ଛାତ୍ରଛାତ୍ରୀଙ୍କୁ ଘରକୁ ଫେରି ଯିବାକୁ କହିଲେ CJP କର୍ମକର୍ତ୍ତା*


admin 
