ସାରକୋଣା ଗ୍ରାମରେ ସମ୍ପତି କୁ ନେଇ ଝଗଡା..
ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଖଇରା ତହସିଲ ଅଧୀନ ସା ରକୋଣା ଗ୍ରାମର ସ୍ବର୍ଗତ ଉପେନ୍ଦ୍ର ପ୍ରସାଦ ଦାସ ଙ୍କପୁଅ ଶ୍ରୀ ନିଶାକର ଦାସ, ଓ ଦୁଇ ଝିଅ ପାର୍ବତୀ ମହାପାତ୍ର, ଓ ସ୍ବର୍ଗତ ସୁଶୀଳା ଜେନା ସ୍ବର୍ଗତ ଉପେନ୍ଦ୍ର ପ୍ରସାଦ ଦାସ ଙ୍କ ଉତ୍ତରାଧିକାରୀ ଅଟନ୍ତି,ନିଶାକର ଦାସ ଙ୍କ ନାମରେ ଏକଏକର ଏକ ଡ଼ିସିମିଲ ଜଳ ଜମି ଓ ସାରକୋଣା ରେ 1800 ସ୍କ୍ୱାୟାର ର ଏକ ପକ୍କା ଘର ଚଞ୍ଚକତା ପୂର୍ବକ ନିଶାକର ଦାସ ଙ୍କ ଠାରୁ ବିକ୍ରୟ ଦଲିଲ ସାନ ବହୁ ଶ୍ରମତୀ ନିବେଦିତା ଦାସ କରିଛନ୍ତି, ଏବଂ ଉତ୍ତରାଧିକାରୀ ପ୍ରମାଣ ପତ୍ର ରେ ପିଉସୀ ପାର୍ବତୀ ମହାପାତ୍ର, ଓ ସ୍ୱର୍ଗତଃ ସୁଶୀଳା ଜେନାକୁ ବାଦ ପକାଇ ଅବଶିଷ୍ଟ ଥିବା ସ୍ୱର୍ଗତ ଶ୍ରୀ ଉପେନ୍ଦ୍ର ପ୍ରସାଦ ଦାସ ଙ୍କ ସମ୍ପତ୍ତି କୁ ହାତେଇବା ପାଇଁ ଯୋଜନା କରୁଛନ୍ତି, ଏଭଳି ହୀନ ମାନସିକତା ର ସମ୍ପତ୍ତିଲୋଭି ଭାତୃଦ୍ରୋହି ସାନ ଭାଇ ବିରୁଧରେ ଆଇନଗତ ପଦକ୍ଷେପ ତହସିଲଦାର ନେବାକୁ ପରିବାର ସଦସ୍ୟ ଦାବୀ କରୁଛନ୍ତି,


admin 
