ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର

-ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର

-ତହସିଲଦାର ତଥା ସବ ରେଜିଷ୍ଟ୍ରାର ମୁରଲୀଧର ଉର୍ମିଲ୍‌

-ରାଜାବସା ଛକ ନିକଟରେ ଭିଜିଲାନ୍ସର ଅଚାନକ ଚଢ଼ାଉ

-୫ ଲକ୍ଷ ଟଙ୍କା ନେଇ ଗାଡ଼ିରେ ଯିବା ବେଳେ ଧରିଲା ଭିଜିଲାନ୍ସ

-ଟଙ୍କା ନେଇ ସନ୍ତୋଷଜନକ ଉତ୍ତର ଦେଇପାରିଲେନି ତହସିଲଦାର

-ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ ସ୍ଥାନରେ ରେଡ୍ #Vigilance