ହୋଟେଲ ସୁଇମିଂ ପୁଲରେ ଯୁବତୀଙ୍କ ମୃତଦେହ।

ହୋଟେଲ ସୁଇମିଂ ପୁଲରେ ଯୁବତୀଙ୍କ ମୃତଦେହ।

*ହୋଟେଲ ସୁଇମିଂ ପୁଲରେ ଯୁବତୀଙ୍କ ମୃତଦେହ। ପୁରୀ ସମୁଦ୍ରକୂଳ ଥାନା ପୁୁଲିସ ମୃତଦେହ ଉଦ୍ଧାର କରି ପୁରୀ ହସ୍ପିଟାଲକୁ ପଠାଇଛି। ଝିଅକୁ ମାରି ସୁଇମିଂ ପୁଲରେ ଫିଙ୍ଗିଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ଯୁବତୀ ହେଲେ ପୁରୀ ଗୁଡ଼ିଆ ସାହିର ସୁମିତ୍ରା ମହାପାତ୍ର। ଏକ ବ୍ୟାଚେଲର ପାର୍ଟିରେ ହୋଟେଲକୁ ଡ୍ୟାନ୍ସ କରିବାକୁ ଯାଇଥିଲେ।*