ବଡ଼ ଖବର BREAKING NEWS-ଯମୁନା ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି
*-ମଥୁରା ଯମୁନା ନଦୀ ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି*
*-ଆଉ ଜଣେ ଶ୍ରଦ୍ଧାଳୁଙ୍କ ମୃତଦେହ ଉଦ୍ଧାର କଲେ ଉଦ୍ଧାରକାରୀ ଟିମ୍*
*-ମୃତକଙ୍କ ମଧ୍ୟରେ ଅଧିକାଂଶ ପଞ୍ଜାବ ଲୁଧିଆନାର ହୋଇଥିବା ସୂଚନା*
*-ଏବେ ବି ୪ରୁ ୫ ଶ୍ରଦ୍ଧାଳୁଙ୍କ ମିଳୁନି ପତ୍ତା , NDRF ଓ SDRFର ଖୋଜାଖୋ.ଜି*


admin 
