୧୬୧ ବେଆଇନ୍ ସିଲିଣ୍ଡର ଜବତ..
୧୬୧ ବେଆଇନ୍ ସିଲିଣ୍ଡର ଜବତ...
ସମ୍ବଲପୁର: ବେଆଇନ ଗ୍ୟାସ ସିଲିଣ୍ଡର କାରବାର ଅଭିଯୋଗରେ ଜଣେ ଗିରଫ
ଅଭିଯୁକ୍ତଠାରୁ ୧୬୧ଟି ଗ୍ୟାସ ସିଲିଣ୍ଡର ସହ ପିକ୍ଅପ୍ ଭ୍ୟାନ ଜବତ
ବିଶ୍ୱବିଦ୍ୟାଳୟ ରୋଡ୍ ମେଟାକାନି ଢାବା ନିକଟରୁ ଧରିଲା ପୋଲିସ
ଦୁର୍ଘଟଣାଗ୍ରସ୍ତ ପିକ୍ଅପ୍ ଭ୍ୟାନ୍ ଯାଞ୍ଚ ବେଳେ ପର୍ଦ୍ଦାଫାସ କଲା ପୋଲିସ


admin 
