*୨୦ ତାରିଖରେ ରାଜ୍ୟରେ ଔଷଧ ଦୋକାନ ବନ୍ଦ...*
*- ଆସନ୍ତା ୨୦ରେ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ*
*- ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ନିଷ୍ପତ୍ତି*
*- ଅନ୍ଲାଇନ ଔଷଧ ବିକ୍ରି ସହ ପ୍ରମୁଖ ୩ ଦାବି ନେଇ ସଂଘର ନିଷ୍ପତ୍ତି*
*- ଇ-ଫାର୍ମାସି ବା ଅନଲାଇନ ବିକ୍ରିରେ ରିହାତି ମିଳୁଥିବା ଅଭିଯୋଗ*
*- ଔଷଧର ଗୁଣବତ୍ତାକୁ ଅଣଦେଖା କରାଯାଉଥିବା ସଂଘର ଅଭିଯୋଗ*
*- ରିହାତି ଫଳରେ କର୍ପୋରେଟ ସଂସ୍ଥା ମାର୍କେଟକୁ ଅସ୍ଥିର କରୁଛନ୍ତି*
*- କର୍ପୋରେଟର ମନମାନୀ ଫଳରେ ଔଷଧ ବ୍ୟବସାୟ ପ୍ରଭାବିତ ହେଉଛି*


admin 
