ଆଗକୁ ଗାଁରେ ମକ୍‌ ଡ୍ରିଲ୍‌: ସୁରେଶ ପୂଜାରୀ .

ଆଗକୁ ଗାଁରେ ମକ୍‌ ଡ୍ରିଲ୍‌: ସୁରେଶ ପୂଜାରୀ . -ମକ୍‌ ଡ୍ରିଲ୍‌ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିକ୍ରିୟା. -‘କେବଳ ସେନା ଓ ସରକାର ନୁହେଁ ସାଧାରଣ ଜନତା ପ୍ରସ୍ତୁତ ହେବା ଉଚିତ୍‌’ -‘ଏଭଳି ପରିସ୍ଥିତିରେ ଭୟଭୀତ ନ ହୋଇ ସଜାଗ ରହି ସାମ୍ନା କରିବାକୁ ପଡ଼ିବ’ -‘ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ମୁକାବିଲା ପାଇଁ ଆଡ୍‌ଭାଇଜରୀ ମଧ୍ୟ ଆସିବ’ -ଆଗକୁ ଗାଁରେ ବି ହେବ ମକ୍‌ ଡ୍ରିଲ୍‌- ସୁରେଶ ପୂଜାରୀ.

ଆଗକୁ ଗାଁରେ ମକ୍‌ ଡ୍ରିଲ୍‌: ସୁରେଶ ପୂଜାରୀ .