ପାକିସ୍ତାନ ଓ POKରେ ‘ଅପରେସନ୍ ସିନ୍ଦୂର ,

ପାକିସ୍ତାନ ଓ POKରେ ‘ଅପରେସନ୍ ସିନ୍ଦୂର’. - ପାକିସ୍ତାନ ମାଟିରେ ଭାରତରେ ବଡ଼ ଅପରେସନ୍. - ଲାହୋର ମୁରିଦକେରେ ଆତଙ୍କୀ କ୍ୟାମ୍ପକୁ ଟାଗେର୍ଟ. - ଲାହୋରରେ ଲୁଚି ରହିଥିଲା ହାଫିଜ୍ ସୈଦ୍. - ମୁଜଫରାବାଦର ଦୁଇଟି ଆତଙ୍କବାଦୀ ଠିକଣା - କୋଟଲି, ଗୁଲପୁର, ଭିମବେର୍, ସିଆଲକୋଟ୍... - ଲାହୋର୍ ମୁରିଦକେ, ବାହାୱଲପୁରରେ ଅପରେସନ୍.

ପାକିସ୍ତାନ ଓ POKରେ ‘ଅପରେସନ୍ ସିନ୍ଦୂର ,