ଆରଡ଼ି ବିଭାଗ ର ଖଇରା ବ୍ଲକରେ ମହାଦୁର୍ନୀତି

ଆରଡ଼ି ବିଭାଗ ର ଖଇରା ବ୍ଲକରେ ମହାଦୁର୍ନୀତି

ଆରଡ଼ି ବିଭାଗ ର ଖଇରା ବ୍ଲକରେ ମହାଦୁର୍ନୀତି.ବାଲେଶ୍ୱର ଜିଲ୍ଲାପ୍ରତିନିଧି ରଘୁନାଥ ନାୟକ ଖଇରା ବ୍ଲକ ଅଧିନ ଆଳଦା ରୁ କଇଥ ଗଡିଆ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ର ରାସ୍ତା ନିର୍ମାଣ ନିମିତ୍ତ ଅଡ଼େଇ କୋଟି ଟଙ୍କା ଟେଂଡର ହୋଇଛି, ଉକ୍ତ ଟେଂଡର କୁ ଶ୍ରୀ ଲଷ୍ମୀଧର ପାଢ଼ୀ ଠିକାଦାର ଅଟନ୍ତି, ଅଡ଼େଇ କୋଟି ରୁ ଉର୍ଦ୍ଧ ଟଙ୍କାର ସରକାରୀ ଟେଂଡର ନେଇ ଉକ୍ତ ସଡ଼କ କାମ ଆରମ୍ବ କରିଛନ୍ତି, କିନ୍ତୁ ପ୍ରଜେକଟ ର ବୋର୍ଡ କରିନାହାନ୍ତି, ଜେଇ, ଏସଡିଓ କାର୍ଯ୍ୟ ଦେଖିବାକୁ ଆସୁନାହାନ୍ତି, ମନଇଚ୍ଛା କାମକରୁଛି ଠିକାଦାର, ଟେଲିଫୋନ ଯୋଗେ ବାଲେଶ୍ୱର ର ସୁପରଟେଣ୍ଡେଣ୍ଟ ଇଂଜିନିଇଅର କୁ ଯୋଗାଯୋଗ କଲାପରେ କହିଲେକି ଦେଖିବିମୁ,ପ୍ରକାଶଥାଉକି ଜେଇ ବାବୁ ଖଇରା ବ୍ଲକ ର ଏକ ଓ ଦୁଇ ଓ ବାହାନଗା ବ୍ଲକ ର ଅତିରିକ୍ତ ଦାଇତ୍ୱ ନେଇଛନ୍ତି, କାର୍ଯ୍ୟରେ ଅବହେଳା କରୁଛନ୍ତି ଖୋଲାଖୋଲି ଭବେ, ଠିକାଦାର ଡ଼ିସକଲର ମେଣ୍ଟାଲ ଓ ପଥର ଗୁଣ୍ଡ ପକେଇ ବିନା ପାଣିରେ ରୁଲର କରୁଅଛି, ଲୋକଙ୍କୁ ଜଣାଯାଉନି କେତେ ଟଙ୍କା ଓ କାମର ଏ ଷ୍ଟିମେଣ୍ଟ. ସରକାରୀ ଅର୍ଥ ଖୋଲା ଖୋଲି ହରିଲୁଟ ହେଉଛି, ଜେଇ ବାବୁ ଓ ଏସଡିଓ ମୋଟା ଅଙ୍କରେ ନେଉଛନ୍ତି ଠିକାଦାର ଠାରୁ ଅର୍ଥ, ଉଭୟ ଙ୍କର ଆୟବହିର୍ଭୁତ ସମ୍ପତ୍ତି କରିଅଛନ୍ତି, କାର୍ଯ୍ୟରେ ଅବହେଳା କରୁଛନ୍ତି, ଗାଣମାଧ୍ୟମ ପ୍ରତିନିଧିକୁ ମଧ୍ୟ୍ୟ ଦେଉନାହାନ୍ତି ତଥ୍ୟ, ଏସି ଓ ଏସଡିଓ ଓ ଜେଇ ଙ୍କ ମଧୁ ଚନ୍ଦ୍ରିକା ହେଉଛି, କାର୍ଯ୍ୟ ନିମ୍ନ ମାନ ର ହେଉଛି, ଇଚ୍ଛାଧୀନ କାର୍ଯ୍ୟକରୁଛି ଜେଇ ବାବୁ, କଇଥ ଗଡିଆ, ସାନନୂଆଗାଁ, ସୁନ୍ଦରପୁର, କଡମିଆ, ଆଳଦା ଲୋକଙ୍କର ଦାବୀ ରୋଡ଼ କାମ ଭଲ ହେବାକୁ, ସରକାରୀ ଅର୍ଥ ପରୋକ୍ଷରେ ଲୋକଙ୍କର କାର୍ଯ୍ୟରେ ଲାଗୂ, ହରିଲୁଟ ନ ହେଉ, ଉକ୍ତ ଗ୍ରାମବାସୀ ଙ୍କ ଦାବୀ ଜିଲ୍ଲାପାଳ ବାଲେଶ୍ୱର ତନଖି କରି ବିହୀତ ଆଦେଶ ହେଉ,