ଓଡ଼ିଶା ଡିଜିପି ନିଯୁକ୍ତି: ସୁପ୍ରିମକୋର୍ଟରେ ମାମଲା

ଓଡ଼ିଶା ଡିଜିପି ନିଯୁକ୍ତି: ସୁପ୍ରିମକୋର୍ଟରେ ମାମଲା

*-ଓଡ଼ିଶା ଡିଜିପି ନିଯୁକ୍ତି: ଜରୁରୀ ଶୁଣାଣି ପାଇଁ ରାଜି ହେଲେ ସୁପ୍ରିମକୋର୍ଟ*

*-ଡିଜିପି ନିଯୁକ୍ତି ପାଇଁ ନିୟମକୁ ସରକାର ଅଣଦେଖା କରିଥିବା ଅଭିଯୋଗ*

*-ଡିଜିପି ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶର ଉଲ୍ଲଙ୍ଘନ ଅଭିଯୋଗ*

*-ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ପକ୍ଷ ରଖିଲେ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ*

*-UPSC କୋର୍ଟଙ୍କ ନିର୍ଦ୍ଦେଶ ନେଇ ଅବଗତ ଅଛନ୍ତି କହିଲେ CJI*

*-ସେହି ଅନୁଯାୟୀ ଡିଜିପି ଚୟନ କରାଯିବ ବୋଲି ଆଶା ରଖୁଛି- CJI*