କଏଦୀଙ୍କୁ ଜଗିବ AI କ୍ୟାମେରା- ଜେଲ୍ ଡିଜି
*-ଜେଲ ଭିତରେ ଏବଂ ପରିସରରେ କଏଦୀଙ୍କୁ ଜଗିବ AI କ୍ୟାମେରା*
*-ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଜେଲ୍ ଡିଜିଙ୍କ ସୂଚନା*
*-‘୨୦ଟି ଜେଲରେ ଲାଗି ସରିଛି AI କ୍ୟାମେରା’*
*-‘AI କ୍ୟାମେରା ଲାଗିବା ପରେ ଖସି ପାରୁ ନାହାନ୍ତି କଏଦୀ’*
*-‘ଜେଲ୍ ପାଚେରୀ ପାଖକୁ ଗଲେ ବାଜୁଛି ଆଲାରମ’*
*-‘ଜେଲ ଭିତରେ ମଧ୍ୟ ଗଣ୍ଡଗୋଳ ନିୟନ୍ତ୍ରଣ ପାଇଁ ଲାଗିବ AI କ୍ୟାମେରା’*
*-ଏକାଧିକ ଲୋକ ଏକାଠି ହେଲେ ମିଳିବ ଆଲର୍ଟ- ଜେଲ୍ ଡିଜି*
*-‘ରାଜ୍ୟର ୭ ସର୍କଲ ଜେଲରେ ଆରମ୍ଭ ହେବ ମୁକ୍ତାକାଶ ଜେଲ୍’*


admin 
