୧୧ ଜିଲ୍ଲାରେ ୨୩ ପ୍ରକଳ୍ପକୁ ଅନୁମୋଦନ
*-ରାଜ୍ୟରେ ୪୫୭୩ କୋଟି ଟଙ୍କାର ପ୍ରକଳ୍ପକୁ SLSWCAର ମଞ୍ଜୁରୀ*
*-ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମଞ୍ଜୁରୀ*
*-୧୧ ଜିଲ୍ଲାରେ ୨୩ଟି ପ୍ରକଳ୍ପକୁ ଅନୁମୋଦନ, ୨୨ ହଜାର ୮୭୩ ନିଯୁକ୍ତି ସୁଯୋଗ*
*-ଗ୍ରୀନ୍ ଏନର୍ଜୀ ଉପକରଣ, ଖାଦ୍ୟ ପ୍ରକ୍ରିୟାକରଣ, ସ୍ବାସ୍ଥ୍ୟ ଓ ପର୍ଯ୍ୟଟନକୁ ଗୁରୁତ୍ବ*
*-କଟକ ଓ ସମ୍ବଲପୁରରେ ହେବ ପଞ୍ଚତାରକା ହୋଟେଲ୍, ୧୯୦ କୋଟି ବ୍ୟୟ*
*-ଖୋର୍ଦ୍ଧାରେ ୭୦ କୋଟି ବ୍ୟୟରେ ହେବ ପଞ୍ଚତାରକା ରିସୋର୍ଟ*
*-ଖୋର୍ଦ୍ଧାରେ ୭୩୦ କୋଟି ବ୍ୟୟରେ ହେବ ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର*
*-ପୁରୀରେ ୫୦ କୋଟିରେ ହେବ ରେଡ୍ଡିମେଡ୍ ଗାର୍ମେଣ୍ଟ୍ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍*


admin 
