କିଟ୍ ଦାୟୀ ମୃତ ଛାତ୍ରଙ୍କ ବାପା -କିଟ୍ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ବାପା .

କିଟ୍ ଦାୟୀ ମୃତ ଛାତ୍ରଙ୍କ ବାପା -କିଟ୍ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ବାପା .
-କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କଲେ
-କର୍ତ୍ତୃପକ୍ଷଙ୍କ ଉପରେ କ୍ଷୋଭ ସହ ମ୍ୟାନେଜମେଣ୍ଟ ଅବହେଳାକୁ ଦାୟୀ କଲେ
-‘ପିଲାକୁ ତାଙ୍କ ଦାୟିତ୍ବରେ ଛଡ଼ା ଯାଇଥିଲା, ଅବହେଳାରୁ ମୃତ୍ୟୁ ହୋଇଛି’
-କୌଣସି ଅଘଟଣ ଘଟିଛି, ଆତ୍ମହତ୍ୟା କରିନି- ମୃତ ଛାତ୍ରଙ୍କ ବାପା
-'ହଷ୍ଟେଲ ୱାଡେନଙ୍କ କଥା ଓ ଘଟଣାବଳୀ ମଧ୍ୟରେ ତାଳମେଳ ରହୁନି'
-‘ଏଭଳି ଅବହେଳା କଲେ ପଶ୍ଚିମବଙ୍ଗରୁ ଆଉ କେହି କିଟ୍ ଆସିବେ ନାହିଁ’
-'ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ସତ୍ୟାସତ୍ୟ ବାହାର କରାଯାଉ'
-ମୃତ ଛାତ୍ରଙ୍କ ବାପାଙ୍କ ଅଭିଯୋଗ ନେଇ କିଟ୍ର ପ୍ରତିକ୍ରିୟା ମିଳିପାରିନି