ଚରଦିଆ ଉତ୍ତର ସାହି ହରେକୃଷ୍ଣ କ୍ଲବ୍ ର ସରସ୍ୱତୀ ପୂଜା
ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚରଦିଆ ପଞ୍ଚାୟତ ଉତ୍ତରସାହି ରେ ମା ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।ବୁଧବାର ଦିନ ସ୍ଥାନୀୟ ହରେକୃଷ୍ଣ କ୍ଲବ ର ସଭ୍ୟ ମାନେ ସକାଳୁ ମା ଙ୍କ ମଣ୍ଡପ ଫୁଲରେ ସୁସଜ୍ଜିତ କରିଥିଲେ।ଶ୍ରଦ୍ଧାଳୁ ମାନେ ଉପବାସ ରହି ମଙ୍କର ପୂଜା ଅର୍ଚ୍ଚନା କରିଥିଲେ।ଉକ୍ତ ପୂଜାରେ ଗୌତମ ମହାଳିକ ଓ ସୁଶାନ୍ତ ମହାଳିକ ସଂକଳ୍ପ କରିଥିଲେ।ସଭାପତି ଉଦୟ ଜେନା ଓ ସମ୍ପାଦକ ବିଶ୍ୱୋମ୍ବର୍ ମହାଳିକ ସହ ସମସ୍ତ ସଭ୍ୟ ଉପସ୍ଥିତି ରହି ମାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।ଅନ୍ୟ ମାନଙ୍କ ଭିତରେ ଏସ୍. ଏ ସାଇରାମ୍ ଉଦୟ ଜେନା. ବିଚିତ୍ର ସୁତାର. ରାଜେଶ୍ ରାଉତ୍. ଚିନ୍ମୟ ସାହୁ. ବିଶ୍ବମ୍ବର ମହାଳିକ. ସୋମନାଥ ମହାଳିକ. ହେମନ୍ତ ମହାଳିକ. ଗୌତମ ମହାଳିକ. ପିଣ୍ଟୁ ମହାଳିକ. ପଶୁରାମ ମହାଳିକ