କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍..
*-ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍ ଠାବ*
*-ଜଟଣୀ , ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କ ରହିଛି ୨୯ ପ୍ଲଟ୍*
*-୨ ବହୁତଳ କୋଠା ସହ କଳିଙ୍ଗ ବିହାରରେ ରହିଛି ବାବୁଙ୍କ ଗୋଟିଏ ଫ୍ଲାଟ୍*
*-ରେଡ୍ ବେଳେ ବାବୁଙ୍କ ଘରୁ ମିଳିଛି ୧ କେଜି ୧୪୦ ଗ୍ରାମ ସୁନା*
*-ନଗଦ ୪୮ ଲକ୍ଷ ୭୯ ହଜାର ଟଙ୍କା ଠାବ କରିଛି ଭିଜିଲାନ୍ସ*


admin 
