ଟାଙ୍ଗୀ ଚୌଦ୍ୱାର ସାମ୍ବାଦିକ ତାତିଲେ, ଅରିନ୍ଦମଙ୍କ ଚାରେଣୀ ଚାଉଳ ଭାଇରାଲ ଭିଡିଓ ର ପ୍ରତିବାଦ, ଥାନାରେ ମାମଲା

ଟାଙ୍ଗୀ ଚୌଦ୍ୱାର ସାମ୍ବାଦିକ ତାତିଲେ, ଅରିନ୍ଦମଙ୍କ ଚାରେଣୀ ଚାଉଳ ଭାଇରାଲ ଭିଡିଓ ର ପ୍ରତିବାଦ, ଥାନାରେ ମାମଲା

Anchor- ଟାଙ୍ଗୀ ଚୌଦ୍ୱାର ବ୍ଲକ ରେ ଅରିନ୍ଦମ ରାୟ ଓ ଅଭୟ ବାରିକଙ୍କ ଦବଙ୍ଗଗିରୀ ଘଟଣାର ନିୟୁଜ ପ୍ରସାର ପରେ ଅରିନ୍ଦମ ବାଚାଳ ହୋଇ ସାମ୍ବାଦିକ ମାନଂକୁ ଅତି କଦର୍ଯ୍ୟ ଭାଷାରେ ଭିଡିଓ ଭାଇରାଲ କରିବା ଘଟଣା କୁ ସବୁ ମହଲ ରେ ନିନ୍ଦା ର ବିଷୟ ପାଲଟିଛି l ନିଜର ଅସଫଳତା କୁ ନେଇ ନିଜ ର ଭାଷା ଜ୍ଞାନ ଜଳାଞ୍ଜଳି ଦେଇ ଏବିଡ଼ିଓ ଙ୍କୁ ଧମାକାଇବା ସହ ନିଜ ଦ୍ୱାରା ରଚିତ ଏକ ଭିଡିଓ ରେ ସମସ୍ତ ସାମ୍ବାଦିକ ମାନଂକୁ କହିଥିଲେ ଯେ ସେମାନେ ନିୟୁଜ କରି ଦି ଅଣା ଚାରଣା ରୋଜଗାର କରୁଛନ୍ତି ଓ ଘର କୁ ସାମ୍ବାଦିକ ମାନେ ଚାଉଳ ନେଉଛନ୍ତି ବୋଲି ପ୍ରକାଶ କରିଛନ୍ତି l ଯାହାକୁ ନେଇ ଟାଙ୍ଗୀ ଚୌଦ୍ୱାର ର ସାମ୍ବାଦିକ ମାନେ ଏକାଠି ହୋଇ ଅରିନ୍ଦମ ନାଁ ରେ ଏକ ଲିଖିତ ଅଭିଯୋଗ କରିବା ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମତ ରଖିଛନ୍ତି l