*ଖୋର୍ଦ୍ଧା କଟକ ପୁରୀ ଜଗତସିଂହପୁର ପ୍ରଭାବିତ ହେବ...*
*-ମହାନଦୀ ଓ ଶାଖା ନଦୀରେ ଆସୁଛି ବନ୍ୟା*
*-ପ୍ରେସମିଟ୍ରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା*
*-'ହୀରାକୁଦ ଜଳଭଣ୍ଡାରରୁ ୨୪ଟି ଗେଟ୍ରେ ବନ୍ୟା ପାଣି ଛଡ଼ା ଯାଇଛି'*
*'-ଆଜି ରାତିରେ ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ’*
*-‘କାଲି ଦିନ ୧୦ଟା ସୁଦ୍ଧା ୮ ଲକ୍ଷ କ୍ୟୁସେକ୍ ପ୍ରବାହିତ ହେବ’*
*‘-କୌଣସି ପରିସ୍ଥିତିରେ ୮ ଲକ୍ଷ କ୍ୟୁସେକ୍ରୁ ଅଧିକ ଜଳ ନ ଛାଡ଼ିବାକୁ ଚେଷ୍ଟା’*
*-‘ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇରେ ବନ୍ୟା ଆସିବ*
*‘-ଦେବୀ, କନ୍ଦଳ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ, ମକରାରେ ବନ୍ୟା ରହିବ*
*'-ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁରର ତଳିଆ ଅଞ୍ଚଳ ପ୍ରଭାବିତ ହେବ'’*
*-‘କେନ୍ଦ୍ରାପଡ଼ାର ପାଟକୁରା, ଗରଦପୁର ମଧ୍ୟ ପ୍ରଭାବିତ ହୋଇପାରେ’*
*-‘ବିଶେଷକରି କଣାସ, ବ୍ରହ୍ମଗିରି, ଗୋପ, ଏରସମା, ବାଲିକୁଦା ପ୍ରଭାବିତ ହେବ*
*'- ବାଙ୍କୀ, ଆଠଗଡ଼ ଓ ବଡ଼ମ୍ୱା ଅଂଚଳ ଜଳମଗ୍ନ ହେବା ଆଶଙ୍କା'’*
*- ‘ହୀରାକୁଦକୁ ଅଧିକ ଜଳ ପ୍ରବେଶ କରୁଛି, ଅଧିକ ଗେଟ୍ ଖୋଲାଯାଇପାରେ*


admin 
