ଗ୍ରାମାଞ୍ଚଳ କୁ ବୁଲି ବୁଲି ବୁଝିଲେ ସମସ୍ୟା l
ନବରଙ୍ଗପୁର ସାଂସଦ ଭୂମି ହୀନ ଙ୍କୁ ବାଣ୍ଟିଲେ ବସୁଧା ଜମି ପଟ୍ଟା ଏବଂ ଗ୍ରାମାଞ୍ଚଳ କୁ ବୁଲି ବୁଲି ବୁଝିଲେ ସମସ୍ୟା l
ମାଲକାନଗିରି୨୩/୦୪ ୨୦୨୫(ଶିବପ୍ରସାଦ ପରିଛା ବିଶେଷ ଖବର) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ରେ ଆଜି ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ ଯୋଗଦେଇ l ଏବଂ ଚିତ୍ରକୋଣ୍ଡା ନିର୍ବାଚନ ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ, ଙ୍କ ଉପସ୍ଥିତ ରେ ମାଥିଲି ବ୍ଲକ ର ଅଦ୍ୟୁଷିତ ଅଂଚଳ ର ନିରୀହ ଭୂମିହୀନ ଆଦିବାସୀ ମାନଙ୍କୁ ବସୁଧା ଜମି ପଟ୍ଟା ପ୍ରଦାନ କରିଛନ୍ତି l ଏଥିରେ ଉପ ଜିଲ୍ଲା ପାଳ ଦୁର୍ଯ୍ୟୋଧନ ଭୋଇ, ମାଥିଲି ଅଧ୍ୟକ୍ଷ ମହେଶ କୁମାର ବାକା,ମାଥିଲି ଜିଲ୍ଲା ପରିଷଦ ଜୋନ-୩ ସଭ୍ୟା ସସ୍ମିତା ମାଝୀ,ବିଜେପି ଜିଲ୍ଲା ସଭାପତି ଅଶୋକ ପରିଡା,ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ବେହେରା,ତହସିଲଦାର ସୁଶ୍ରୀ ମାନସୀ ଭୋଇ,ବ୍ଲକ ସଭାପତି ବନମାଳୀ ବରଜା, ବରିଷ୍ଠ ବିଜେପି କର୍ମୀ କୁନାଲ ମିଶ୍ର, ବସୁଧା ଜମି ପଟ୍ଟା, ଆୟୁସମାନ ଜନସ୍ୱାସ୍ଥ୍ୟ କାର୍ଡ ଓ ରାସନ କାର୍ଡ ବଣ୍ଟନ,ତଥା ବହୁ ସଂଖ୍ୟକ ଭାବେ ଜନସାଧାରଣ ମଧ୍ୟ ଅଭିଯୋଗ ନେଇ ଜଣେଇଥିଲେ l ସାଂସଦ ବଳ ଭଦ୍ର ମାଝୀ ପ୍ରାୟ ମାଥିଲି ବ୍ଲକ ର ବହୁ ପଂଚାୟତ ଏବଂ ଗ୍ରାମାଞ୍ଚଳ ଗୁଡିକ ରେ ମଧ୍ୟ ବୁଲି ବୁଲି ଲୋକଙ୍କ ସମସ୍ୟା ଉପରେ ପଚାରି ବୁଝିଥିଲେ l ଏବଂ ଯେଉଁମାନେ ମୌଳିକ ସୁବିଧାରୁ ବଞ୍ଚିତ, ଏବଂ ଗ୍ରାମ ଗୁଡିକ ର ବିଭିନ୍ନ ପ୍ରକାର ସମସ୍ୟା ଉପରେ ନେଇ ପଚାରି ବୁଝିବା ସହ ଲୋକଙ୍କୁ ମନରେଗା କାମ ସବୁବେଳେ ରହିଅଛି ତେଣୁ ବାହାର କୁ ଯିବାର ଆବଶ୍ୟକ ତା କିଛି ନାହିଁ l ନିଜେ ନିଜ ଏରିଆରେ କାମ କରନ୍ତୁ ଏବଂ ନିଜେ ଗୁଜୁରାଣ ମେଣ୍ଟାନ୍ତୁ l ଆଉ ନିଜ ଗାଁ ରେ ରହି ନିଜ ପିଲା ପରିବାର ଙ୍କ ସହ ଖୁସିରେ ଜୀବନ ଜାପନ କରନ୍ତୁ ବୋଲି ସାଂସଦ ବଳଭଦ୍ର ମାଝୀ ସଚେତନ ମଧ୍ୟ କରେଇଛନ୍ତି