ଗ୍ୟାସ୍ ବିତରଣ ଅବଧି ୪୫ ଦିନ.
ରନ୍ଧନ ଗ୍ୟାସର ବିତରଣ ନେଇ କେନ୍ଦ୍ରର ବୈଠକ
କେନ୍ଦ୍ର ପେଟ୍ରୋଲିୟମ ଓ ଖାଉଟି ବ୍ୟାପାର ସଚିବଙ୍କ ବୈଠକ
ଯୋଗଦେଲେ ସବୁ ରାଜ୍ୟର ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ
OTP ମାଧ୍ୟମରେ ବୁକିଂ ଓ ଡେଲିଭରୀ ଉପରେ ଗୁରୁତ୍ବ
ଗ୍ରାମାଞ୍ଚଳରେ ବିତରଣ ଅବଧି ୪୫ ଦିନକୁ ବୃଦ୍ଧି
LPGର ବେଆଇନ ମହଜୁଦ ଉପରେ ପ୍ରଶାସନର ନଜର
ସବୁ ଜିଲ୍ଲାରେ ନିୟୋଜିତ ହେବେ ପ୍ରବର୍ତ୍ତନ ସ୍କ୍ବାଡ
ରନ୍ଧନ ଗ୍ୟାସକୁ ନେଇ ବିବ୍ରତ ନ ହେବାକୁ ସଚିବଙ୍କ ପରାମର୍ଶ


admin 
