*ଘରୋଇ ବସ୍ ଭଡ଼ା ବଢ଼ିଲା...*
*-ଘରୋଇ ବସ୍ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର*
*-ତୈଳ ଦର ବୃଦ୍ଧି ପରେ ବଢ଼ିଲା ଘରୋଇ ବସ୍ ଭଡ଼ା*
*-ଅର୍ଡିନାରୀ ବସ୍ କିଲୋମିଟର ପିଛା ୮୮ରୁ ୯୦ ପଇସାକୁ ବୃଦ୍ଧି*
*-ଏକ୍ସପ୍ରେସ କିମି ପିଛା ୯୨ରୁ ୯୪ ପଇସାକୁ ବୃଦ୍ଧି*
*-ଡିଲକ୍ସ ୧ ଟଙ୍କା ୨୭ରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି*
*-ଏସି ଡିଲକ୍ସ ଥିଲା ୧ ଟଙ୍କା ୫୫ ପଇସା, ୧ ଟଙ୍କା ୫୯ ପଇସା ହେଲା*
*-ସୁପର ପ୍ରିମିୟମ କିମି ପିଛା ୬ ପଇସା ବଢ଼ି ହେଲା ୨ ଟଙ୍କା ୪୭ ପଇସା*


admin 
