ଛାନିଆ ପାକିସ୍ତାନ: ବନ୍ଦ କଲା ହଜାରେ ମଦ୍ରାସା .

ଛାନିଆ ପାକିସ୍ତାନ: ବନ୍ଦ କଲା ହଜାରେ ମଦ୍ରାସା . -ଭାରତକୁ ନେଇ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଛାନିଆ -ପିଓକେରେ ହଜାରେ ମଦ୍ରାସା ବନ୍ଦ କଲା ପାକିସ୍ତାନ -ଭାରତ ପଟୁ ଆକ୍ରମଣ ଆଶଙ୍କାରେ ପାକିସ୍ତାନର ପଦକ୍ଷେପ -ରାସନ ମହଜୁଦ ରଖିବାକୁ ନିଜ ନାଗରିକଙ୍କୁ ପାକିସ୍ତାନର ନିର୍ଦ୍ଦେଶ -ସୀମାନ୍ତରେ ରହୁଥିବା ନାଗରିକଙ୍କୁ ୨ ମାସର ରାସନ ମହଜୁଦ ରଖିବାକୁ ନିର୍ଦ୍ଦେଶ

ଛାନିଆ ପାକିସ୍ତାନ: ବନ୍ଦ କଲା ହଜାରେ ମଦ୍ରାସା .