*ଜେଲ୍‌ ପାଚେରୀ ଡେଇଁ କଏଦୀ ଫେରାର*

*ଜେଲ୍‌ ପାଚେରୀ ଡେଇଁ କଏଦୀ ଫେରାର*

*-କଳାହାଣ୍ଡି ଜେଲ୍ ପାଚେରୀ ଡେଇଁ ବିଚାରାଧୀନ କଏଦୀ ଫେରାର*

*-କାଲି ବିଳମ୍ବିତ ରାତିରେ ଜେଲ୍‌ ପାଚେରୀ ଡେଇଁ ଫେରାର ଅଭିଯୁକ୍ତ*

*-ଫେରାର ଅଭିଯୁକ୍ତ ସଦର ଥାନା ଠେମାରା ଗାଁର ଜଗନ୍ନାଥ ଶବର*

*-୩ ଚୋରି ମାମଲାରେ ୨ ମାସ ହେଲା ସଦର ଥାନାରେ ଥିଲା*